Aska: Mateswari jagadamba saraswati smruti Diwas

0
156

Aska,Odissa: On the occasion of smruti Diwas Representive of all spiritual organisations are present here.chief guest bro prasanna ku das, H. M Harihar high school, bro Pramod gouda, hm srikhetra high school. And b. K sister pravati with sugyani.

ମାତେଶ୍ବରୀ ଜଗଦମ୍ବା ସାରସ୍ବତୀଙ୍କ  ସ୍ମୃତି ଦିବସ ପାଳନ ଅବସରରେ  ମାତେଶ୍ବରୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରୁଛନ୍ତି ଆସିକା ସ୍ଥିତ ସମସ୍ତ ଆଧ୍ୟାତ୍ମିକ ସଂସ୍ଥାର ପ୍ରତିନିଧି ଓ ମୁଖ୍ୟ ଅଥିତି ପ୍ରସନ୍ନ କୁ ଦାସ, ପ୍ରଧାନ ଶିକ୍ଷକ ହରିହର ଉଚ୍ଚ ବିଦ୍ୟାଳୟ. ଅନ୍ୟ ଅତିଥି ଶ୍ରୀକ୍ଷେତ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭ୍ରାତା ପ୍ରମୋଦ କୁ ଗୌଡ଼, ଅବସର ପ୍ରାପ୍ତ ଶିକ୍ଷକ ଭ୍ରାତା ସୁବାସ ବଦତ୍ୟା, ପଣ୍ଡିତ ସାର ପ୍ରଭାକର  ପଣ୍ଡା ଓ ବ୍ର. କୁ ପ୍ରଭାତୀ ଭଉଣୀ.


कोई जवाब दें

कृपया अपनी टिप्पणी दर्ज करें!
कृपया अपना नाम यहाँ दर्ज करें